subhadra yojana update news today

subhadra yojana update news today,Subhadra yojana update news, subhadra yojana update list, subhadra yojana beneficiaries update,

Subhadra Yojana: ପୁଣି ପ୍ରସ୍ତୁତ ହେବ ସୁଭଦ୍ରା ଗାଇଡଲାଇନ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଲେ ବଡ଼ ସୂଚନା। ସେହିପରି ସୁଭଦ୍ରା ଯୋଜନାରେ ସାମିଲ ହେବେ ଅଙ୍ଗନବାଡ଼ି କର୍ମୀ। ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ବଣ୍ଟନରେ ଅଙ୍ଗନବାଡ଼ି କର୍ମୀଙ୍କୁ ଟଙ୍କା ମିଳିବ। ଖୁବଶୀଘ୍ର ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ରିଲିଜ ହେବ ବୋଲି ନିକଟରେ ସୂଚନା ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ

Subhadra yojana update today

Read more 

subhadra yojana update list

ଅଯୋଗ୍ୟଙ୍କୁ ସାମିଲ ପାଇଁ ଗାଇଡଲାଇନ ଆସିବ। ୨ ଲକ୍ଷ ୬୭ ହଜାରଙ୍କ ଆବେଦନ ଖାରଜ ହୋଇଛି। ଖାରଜ ଲିଷ୍ଟ ଉପରେ ଆଜି ବୈଠକରେ ହେବ ଆଲୋଚନା। ନୂଆ ଗାଇଡଲାଇନ୍ ପାଇଁ ଦିନ ୩ଟାରେ ବସିବ ବୈଠକ। ପୂର୍ବରୁ ଏ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଥିବା ବେଳେ ପୁନଃ ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଆବେଦନଗୁଡ଼ିକୁ ବାରମ୍ବାର ଯାଞ୍ଚ କରାଯାଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିବ ବିଭାଗ।

Subhadra yojana update


subhadra yojana beneficiaries update

ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ବଣ୍ଟନରେ ଅଙ୍ଗନବାଡ଼ି କର୍ମୀଙ୍କୁ ଟଙ୍କା ମିଳିବ। ଖୁବଶୀଘ୍ର ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ।

subhadra yojana beneficiaries update

ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ପାଇଁ ଆବେଦନ କଲେଣି ୧ କୋଟି ୭ ଲକ୍ଷ ମହିଳା। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ମହିଳା ପାଇଥିଲେ କିସ୍ତି ଅର୍ଥ।ଏଥିପାଇଁ ୧ ତାରିଖରୁ ନିଯୁକ୍ତ ହେବ ନୋଡାଲ ଏଜେନ୍ସି। ଯେପରି କୌଣସି ବି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବାଦ୍‌ ନ ପଡ଼ିବେ, ସେଥିପାଇଁ ବିଭାଗ ସଜାଗ ଥିବା କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Conclusion 

ଡିସେମ୍ବର ୨୫ରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

NextGen Digital... Welcome to WhatsApp chat
Howdy! How can we help you today?
Type here...