subhadra yojana update news today
Subhadra Yojana: ପୁଣି ପ୍ରସ୍ତୁତ ହେବ ସୁଭଦ୍ରା ଗାଇଡଲାଇନ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଲେ ବଡ଼ ସୂଚନା। ସେହିପରି ସୁଭଦ୍ରା ଯୋଜନାରେ ସାମିଲ ହେବେ ଅଙ୍ଗନବାଡ଼ି କର୍ମୀ। ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ବଣ୍ଟନରେ ଅଙ୍ଗନବାଡ଼ି କର୍ମୀଙ୍କୁ ଟଙ୍କା ମିଳିବ। ଖୁବଶୀଘ୍ର ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ରିଲିଜ ହେବ ବୋଲି ନିକଟରେ ସୂଚନା ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ Read more subhadra yojana update list ଅଯୋଗ୍ୟଙ୍କୁ ସାମିଲ ପାଇଁ ଗାଇଡଲାଇନ ଆସିବ। ୨ ଲକ୍ଷ ୬୭ ହଜାରଙ୍କ ଆବେଦନ ଖାରଜ ହୋଇଛି। ଖାରଜ ଲିଷ୍ଟ ଉପରେ ଆଜି ବୈଠକରେ ହେବ ଆଲୋଚନା। ନୂଆ ଗାଇଡଲାଇନ୍ ପାଇଁ ଦିନ ୩ଟାରେ ବସିବ ବୈଠକ। ପୂର୍ବରୁ ଏ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଥିବା ବେଳେ ପୁନଃ ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଆବେଦନଗୁଡ଼ିକୁ ବାରମ୍ବାର ଯାଞ୍ଚ କରାଯାଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିବ ବିଭାଗ। subhadra yojana beneficiaries update ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ବଣ୍ଟନରେ ଅଙ୍ଗନବାଡ଼ି କର୍ମୀଙ୍କୁ ଟଙ୍କା ମିଳିବ। ଖୁବଶୀଘ୍ର ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ । subhadra yojana beneficiaries update More update ବର୍ତ୍ତମାନ ସୁଦ୍ଧା ସୁଭଦ୍...
टिप्पणियाँ
एक टिप्पणी भेजें